କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମୁକ୍ତି ଦିଏ ବାଇଗଣ
ଭୁବନେଶ୍ୱର : ଅନେକ ଔଷଧିୟ ଗୁଣରେ ଭରପୁର ବାଇଗଣ । ବାଇଗଣକୁ ଆପଣ ବର୍ଷର ୧୨ ମାସ ଯାକ ମାର୍କେଟରେ ଦେଖୁଥିବେ । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ । ଏହାକୁ ଖାଇବା ଦ୍ବାରା ଆମେ ଅନେକ ରୋଗରୁ ମୁକ୍ତି ପାଇଥାଉ । ତେବେ ଆସନ୍ତୁ ଜାଣିବା ବାଇଗଣ ଖାଇବାର ଉପକାରିତା । ବାଇଗଣରେ ଭରପୁର ମାତ୍ରାରେ ଫାଇଭର ଥିବାବେଳେ କ୍ୟାଲୋରୀ କମ୍ … Continue reading କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମୁକ୍ତି ଦିଏ ବାଇଗଣ
Copy and paste this URL into your WordPress site to embed
Copy and paste this code into your site to embed