ସାଇବର ଅପରାଧ ପ୍ରତି ସଜାଗ ରୁହନ୍ତୁ: ଡିଜିପି

ଭୁବନେଶ୍ୱର: ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ବର୍ଷଅ ତଳେ ମାଓବାଦୀ ସମସ୍ୟା ଉଗ୍ର ଥିଲା କିନ୍ତୁ ଏବେ ନିୟନ୍ତ୍ରଣରେ ଅଛି । ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି ସେଥିପାଇଁ ଆପଣମାନେ ମୁକାବିଲା ପ୍ରସ୍ତୁତ ରୁହନ୍ତୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିାଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ । ନୂଆ ଜ୍ଞାନକୌଶଳ ବାବଦରେ ଅଧିକାରୀଙ୍କୁ … Continue reading ସାଇବର ଅପରାଧ ପ୍ରତି ସଜାଗ ରୁହନ୍ତୁ: ଡିଜିପି