27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରକାରରେ କଳାକାଚକୁ ବ୍ୟବହାରକାରୀ ସାବଧାନ

କାରରେ କଳାକାଚକୁ ବ୍ୟବହାରକାରୀ ସାବଧାନ

ଭୁବନେଶ୍ୱର : କାର୍ ରେ କଳା କାଚ ବ୍ୟବହାରକାରୀ ସାବଧାନ। ଆରମ୍ଭ ହେଲା ଭୁବନେଶ୍ୱର ଟ୍ରାଫିକ ପୋଲିସ ପକ୍ଷରୁ କଳାକାଚ ହଟାଇବା ଅଭିଯାନ।ଦୁଇଦିନ ରେ ହୋଇଛି ୫୧ ଟି ଗାଡିରୁ ଜୋରିମାନା ଆଦାୟ। ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର ହେବ । ଜୋରିମାନା ଆଦାୟ ସହ ଗାଡି ଜବତ କରିପାରେ ପୋଲିସ । କଳାକାଚ ପାଇଁ ଟ୍ରାଫିକ ପୋଲିସର ସଙ୍କେତ ଜାଣିପାରୁନାହାଁନ୍ତି ଡ୍ରାଇଭର । କଳାକାଚ ଲଗାଇ ଅନେକ ସମୟରେ ଅପରାଧ ଘଟାଉଛନ୍ତି ଅପରାଧୀ । ସୁପ୍ରିମକୋର୍ଟ ଙ୍କ ଗାଇଡଲାଇନ୍ ଅନୁସାରେ କରାଯାଉଛି ଚଢାଉ । ଦୁଇ ଦିନରେ ୨୫୫୦୦ ଟଙ୍କା ଜୋରିମାନା ଆଦାୟ । ସୂଚନା ଦେଲେ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking