ନୁଡୁଲ୍ସ ଖାଉଥିଲେ ହୋଇଯାଆନ୍ତୁ ସାବଧାନ୍…..
ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଇନଷ୍ଟାଣ୍ଟ ନୁଡୁଲ୍ସ ଖାଇବାକୁ ପସନ୍ଦ କରନ୍ତି । ସମୟର ଅଭାବ ଓ କାମ ବ୍ୟସ୍ତତା ଯୋଗୁଁ ଲୋକମାନେ ଏହାକୁ ବହୁଳ ଭାବରେ ଖାଇବାରେ ଲାଗିଛନ୍ତି । ଯଦିଓ ଆଜିର ବଜାରରେ ବିକ୍ରି ହେଉଥିବା ରାମେନରେ ଆଇରନ୍, ବି ଭିଟାମିନ୍ ଏବଂ ମାଙ୍ଗାନିଜ୍ ଥାଏ। ତଥାପି ଏହାକୁ ଫାଇବର, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ମିନେରାଲ୍ସର ଅଭାବରୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏକ ଅନୁସନ୍ଧାନରେ, ବିଶେଷଜ୍ଞମାନେ ଜାଣିବାକୁ … Continue reading ନୁଡୁଲ୍ସ ଖାଉଥିଲେ ହୋଇଯାଆନ୍ତୁ ସାବଧାନ୍…..
Copy and paste this URL into your WordPress site to embed
Copy and paste this code into your site to embed