ସାବଧାନ ! ଖାଦ୍ୟ ଖାଇବା ପୂର୍ବରୁ କରୁଛନ୍ତି କି ଏହି ସବୁ କାମ ……

ନୂଆଦିଲ୍ଲୀ : ସୁସ୍ଥ ରହିବା ପାଇଁ ସମସ୍ତଙ୍କୁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି। ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିହାତି ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା ସଭିଁଙ୍କୁ ହୁଏତ ଜଣାନଥିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏହାକୁ ନେଇ ମତ ମଧ୍ୟ ରହିଛି। ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବାର … Continue reading ସାବଧାନ ! ଖାଦ୍ୟ ଖାଇବା ପୂର୍ବରୁ କରୁଛନ୍ତି କି ଏହି ସବୁ କାମ ……