ବାଟାଲା ହାଉସ୍ ଏନ୍‌କାଉଣ୍ଟର ଘଟଣା; ଅରିଜ୍ ଖାନ୍‌ର ମୃତ୍ୟୁ ଦଣ୍ଡାଦେଶ କୋହଳ

ନୂଆଦିଲ୍ଲୀ : ୨୦୦୮ରେ ନୂଆଦିଲ୍ଲୀସ୍ଥ ବାଟାଲା ହାଉସ୍ ଏନ୍‌କାଉଣ୍ଟର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅରିଜ୍ ଖାନ୍‌କୁ ଦୋଷୀସାବ୍ୟସ୍ତ କରାଯାଇ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ତେବେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଏହି ଦଣ୍ଡାଦେଶକୁ କୋହଳ କରିଛନ୍ତି । ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଅରିଜ୍‌ର ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି । ସୂଚନାଯୋଗ୍ୟ ୨୦୦୮ ସେପ୍ଟେମ୍ବର ୧୯ରେ ନୂଆଦିଲ୍ଲୀର ଜାମିଆ … Continue reading ବାଟାଲା ହାଉସ୍ ଏନ୍‌କାଉଣ୍ଟର ଘଟଣା; ଅରିଜ୍ ଖାନ୍‌ର ମୃତ୍ୟୁ ଦଣ୍ଡାଦେଶ କୋହଳ