34.1 C
Bhubaneswar
Friday, March 29, 2024
Homeଓଡିଶାସାଇବର ଥାନାରେ ବର୍ଷା

ସାଇବର ଥାନାରେ ବର୍ଷା

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଙ୍କ ପାରିବାରିକ ବିବାଦ ମାମଲା । କଟକ ସାଇବର ଥାନା ରେ ଏତଲା କଲେ ବର୍ଷା ପ୍ରିୟ ଦର୍ଶିନୀ । ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ ।କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡଯନ୍ତ୍ର କରୁଛନ୍ତି । ବର୍ଷା ଙ୍କ ଏତଲା ଭିତ୍ତିରେ ଆଇପିସି ଧାରା ୫୦୯ ଓ ଆଇଟି ଆକ୍ଟ ରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking