31.1 C
Bhubaneswar
Friday, March 29, 2024
Homeଓଡିଶାବର୍ଷା ପ୍ରିୟଦର୍ଶନୀ ଫ୍ୟାନ୍ସ ଙ୍କ ଟ୍ୱିଟ

ବର୍ଷା ପ୍ରିୟଦର୍ଶନୀ ଫ୍ୟାନ୍ସ ଙ୍କ ଟ୍ୱିଟ

କଟକ : ଅନୁଭବ ଙ୍କ ଭାବବିହ୍ୱଳ ଭିଡିଓ ପରେ ବର୍ଷା ପ୍ରିୟଦର୍ଶନୀ ଫ୍ୟାନ୍ସ ଙ୍କ ଟ୍ୱିଟ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଟ୍ୱିଟ କରି ଲେଖିଛନ୍ତି “ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ। ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡାଇବା ପାଇଁ ମିଛ କାନ୍ଦ, ଡରେଇ ଧମକେଇ, ମିଥ୍ୟା ଆରୋପ ଲଗାଇ ଆପଣଙ୍କୁ ବରବାଦ କରିବାର ବଡ଼ ଷଡଯନ୍ତ୍ର। ଆପଣଙ୍କ କ୍ୟାରିୟର ନଷ୍ଟ କରିଛନ୍ତି, ଆପଣଙ୍କ ସାମାଜିକ ଜୀବନକୁ ପ୍ରଭାବିତ କରିଛନ୍ତି, ଆଗକୁ ନ ବଢିବା ପାଇଁ ଯେତେ ଚେଷ୍ଟା କରିବା କଥା କରିଛନ୍ତି”।ଗତକାଲି ସାଂସଦ ଅନୁଭବ ମହା୍‌ନ୍ତି ଙ୍କ ଭିଡିଓ ଶେୟାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking