ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ, ୫୨ଟି ମୋବାଇଲ ସହ ତିନୋଟି ବାଇକ ଜବତ

ମୟୁରଭଞ୍ଜ: ଲୁଟେରାଙ୍କ ଉପଦ୍ରବ ଗୋଟେପଟେ ବଢ଼ୁଥିବାରୁ ଅଶାନ୍ତ ହୋଇପଡିଛି ବାରିପଦା ସହର। ଅନ୍ୟପଟେ ସହରର ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପଣ ନେଇଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ ସୁଶ୍ରୀ । ଆଉ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପୋଲିସ ବେଶ ସକ୍ରିୟ ହୋଇଥିବା ବେଳେ ଲୁଟେରାଙ୍କ ଚିନ୍ତା ବଢ଼ାଇଛି ପୋଲିସ। ତେବେ ଲୁଟେରାଙ୍କୁ ସାବାଡ଼ କରିବାକୁ ଯାଇ ଏକ୍ସନ ମୁଡ଼ରେ ପୋଲିସ। ଗୋଟି ଗୋଟି କରି ଚୋର … Continue reading ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ବାରିପଦା ପୋଲିସ, ୫୨ଟି ମୋବାଇଲ ସହ ତିନୋଟି ବାଇକ ଜବତ