39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବାରିପଦା ବିଧାୟକ ପ୍ରକାଶ ସୋରେନ୍ ଗିରଫ

ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଗିରଫ

ମୟୂରଭଞ୍ଜ: ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଗିରଫ । ମୟୂରଭଞ୍ଜର ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଆଜି ଗିରଫ ହୋଇଛନ୍ତି । ବିଧାୟକ ପ୍ରକାଶ ସୋରେନ ଙ୍କୁ ଆଜି ବାରିପଦା ପୋଲିସ ଗିରଫ କରିଛି ।  ମୟୂରଭଞ୍ଜ ଆଇଟିଡି ସହକାରୀ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଛି । ଦଫା ୨୯୪, ୩୪୧,୩୨୩ ଓ ୫୦୬ରେ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।  ଆଇ ଟି ଡି ଏ ସହକାରୀ ଯନ୍ତ୍ରୀଙ୍କୁ ସେ ମାଡ ମାରିବା ନେଇ ଅଭିଯୋଗ ହୋଇଥିଲା । ବିଧାୟକଙ୍କ ୨ ସହଯୋଗୀଙ୍କୁ ଟାଉନ୍ ଥାନା ପୋଲିସ ଅଟକ ରଖିଛି । ତେବେ ଆହତ ସହକାରୀ ଯନ୍ତ୍ରୀ ଗଣପତି ଜେନା ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking