ବରଗଡ ପୀଡିତାଙ୍କ ମୃତ୍ୟୁ ; ପାରିବାରିକ ଘଟଣା: ହିମାଂଶୁ ଲାଲ
ବରଗଡ: ବରଗଡ ପୀଡିତାଙ୍କ ମୃତ୍ୟୁ ଘଟଣାରେ ବଡ ଖୁଲାସା ହୋଇଛି ା ଆଇଜି, ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ ହୋଇଛି । ପାରିବାରିକ କଳହରୁ ଘଟଣାରୁ ଏହା ଘଟିଛି କହିଲେ ହିମାଂଶୁ ଲାଲ । ପୀଡିତାଙ୍କ ମାମୁ ଝିଅ ପୋଲିସର ପଚରାଉଚରା ବେଳେ ଅସୁସ୍ଥ ରହିଛି । ପୋଲିସର ପଚରାଉଚରା ବେଳେ ଚେତା ହରାଇଥିବା ସୂଚନା ମିଳିଛି । ସୂଚନାଥାଉ କି ଆଜି ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି … Continue reading ବରଗଡ ପୀଡିତାଙ୍କ ମୃତ୍ୟୁ ; ପାରିବାରିକ ଘଟଣା: ହିମାଂଶୁ ଲାଲ
Copy and paste this URL into your WordPress site to embed
Copy and paste this code into your site to embed