27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚୁଟି ନକାଟିବାରୁ ବାରିକକୁ ଗୁଳି

ଚୁଟି ନକାଟିବାରୁ ବାରିକକୁ ଗୁଳି

ଭୁବନେଶ୍ୱର : ଲକ ଡାଉନରେ ଚୁଟିକାଟିବାକୁ ମନା କରିବାରୁ ବାରିକକୁ ଗୁଳିମାଡ । ଘଟଣା ସ୍ଥଳରେ ଭଣ୍ଡାରୀର ମୃତ୍ୟୁ ହୋଇଛି । ମୃତକଙ୍କ ସ୍ତ୍ରୀର ଅଭିଯୋଗ ପାଇଁ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଆସମାୀ ବିପିନ ଦାଶ ଫେରାର ରହିଛି । ଏଭଳି ଘଟଣା ଘଟିଛି ବିହାରର ଅମରପୁର ଥାନା ଅଧୀନରେ । ଗାଁରେ ସେଲୁନ କରିଥିବା ଦିନେଶ ଠାକୁର ଲକ ଡାଉନ ପାଇଁ ତା ଦୋକାନ ବନ୍ଦ ରଖିଥିଲା । ହେଲେ ଗାଁ ଲୋକ ତାକୁ ଦୋକନ ଖୋଲିବାକୁ ବାଧ୍ୟ କରୁଥିଲେ । ଦିନେଶ ମନା କରିବାରୁ ଆସାମୀ ବିପିନ ତାକୁ ଲୋକ ପଠାଇ ଡକାଇ ଥିଲା । ଦିନେଶ ଘରୁ ଯାଇଥିଲେ ବି ଆଉ ଫେରିନଥିଲା । ବରଂ ତାର ମୃତ ଦେହ ଠାବ ହୋଇଥିଲା । ପୁଲିସ ଘଟଣାର ଅଧିକ ଅନୁସନ୍ଧାନ ଜାରୀ ରଖିଛି ।
https://onakhabar.com/2020/05/05/delhi-police-woman-constable-body-found-in-car-at-lodhi-colony/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking