36.7 C
Bhubaneswar
Tuesday, April 16, 2024
Homeଓଡିଶାଦିନକୁ ଦିନ କରୋନା ସଂଖ୍ୟା ଵଢିଚାଳିଛି

ଦିନକୁ ଦିନ କରୋନା ସଂଖ୍ୟା ଵଢିଚାଳିଛି

ବରଗଡ : ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ଵଢିଚାଳିଛି ।ତଥାପି ଲୋକେ ଏ ପଯ୍ୟନ୍ତ ଅମାନିଆଁ ହୋଇ ବୁଲୁଛନ୍ତି ।କୋଭିଡ ସଂକ୍ରମିତ ସଂଖ୍ୟା ବଢୁଥିଵାରୁ ବରଗଡ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଵଢିଚାଳିଛି । ଚିକିତ୍ସା ଅଭାବରୁ ଚାଲିଯାଉଛି ଅନେକ କୋଭିଡ଼ ସଂକ୍ରମିତ ଙ୍କ ଜୀବନ । ଏମିତି ଏକ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ମୁଖ୍ୟ ଚିକିତ୍ସାଳୟଠାରେ ।ଚିକିତ୍ସା ପାଇଁ ସନ୍ଧ୍ୟା ୬ଟାରୁ ଅଣାଯାଇଥିଲେ ମଧ୍ୟ ରାତ୍ରି ୯ଟା ପଯ୍ୟନ୍ତ ଡାକ୍ତର ଦେଖିନଥିବାରୁ ରୋଗୀଙ୍କ ଜୀବନ ଚାଲିଯାଇଥିଵା ଅଭିଯୋଗ ଆଣିଥିଲେ ପରିବାର ଲୋକେ ।ଅନ୍ୟ ପଟେ ଗୁରୁତର ଅବସ୍ଥାରେ ଆଣିଥିବା ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ହସ୍ପିଟାଲ ବାହାରେ ।ହସ୍ପିଟାଲ କର୍ମଚାରୀଅବହେଲା ଯୋଗୁ୍ଁ ଅନେକ ମୂଲ୍ୟବାନ ଜୀବନ ଯାଉଛି । ପ୍ରଶାସନ ପକ୍ଷରୁ ଉତ୍ତମ ପଦକ୍ଷେପ ନେଵାପାଇଁ ଅନୁରୋଧ,ଆଗକୁ କୋଭିଡ଼ ସଂକ୍ରମିତ ସଂଖ୍ୟା ଆହୁରି ଵଢିଚାଳିଛି, ତୁରନ୍ତ ସୁଚିନ୍ତିତ ପଦକ୍ଷେପ ନ ନେଲେ ସବୁ ଡାକ୍ତରଖାନା ସ୍ମସାନ ପାଲଟି ଯିବ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking