30.1 C
Bhubaneswar
Wednesday, April 24, 2024
Homeଓଡିଶାଖୋଲିଲା ବାପୁଜୀନଗର

ଖୋଲିଲା ବାପୁଜୀନଗର

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିବା ବାପୁଜୀ ନଗରରେ ଦୋକାନ ଖୋଲିବାକୁ ପୁଣି ଅନୁମତି ମିଳିଛି । ସ୍ୱତନ୍ତ୍ର ଏସଓପି ସହ ଦୋକାନ ଖୋଲିବାକୁ ଆଜି ବିଏମସି ଅନୁମତି ଦେଇଥିବା ସୂଚନା ମିଳିଛି । ଏହାଛଡା ପ୍ରତି ବ୍ୟବସାୟୀ ଦୋକାନ ଭିତରେ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଦୋକାନ ବାହାରେ ବିକ୍ରି ସାମଗ୍ରୀ ପ୍ରଦର୍ଶନ ନ କରିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯିବା ସହ ସକାଳ ୭ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ଏବଂ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking