38.1 C
Bhubaneswar
Tuesday, April 23, 2024
Homeଓଡିଶାବଂଶୀଧର ମାଝୀ ଭିସୁଟ କୁଳପତି

ବଂଶୀଧର ମାଝୀ ଭିସୁଟ କୁଳପତି

ଭୁବନେଶ୍ୱର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ ହୋଇଛନ୍ତି । ନୂଆ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ପ୍ରଫେସର ବଂଶୀଧର ମାଝୀ । ୩ ବର୍ଷ ପାଇଁ କୁଳପତି ଭାବେ ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି । ଏବେ କାଂଚିପୁରମ ଆଇଆଇଆଇଟିଡିଏମର ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking