ମାର୍ଚ୍ଚ ୩୧ ରବିବାର ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ରବିବାରରେ ବ୍ୟାଙ୍କ ଖୋଲା ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛି । ମାର୍ଚ୍ଚ ୩୧ରେ ସାଧାରଣ ଗ୍ରାହକଙ୍କ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ବୋଲି କୁହାଯାଇଛି । ମାର୍ଚ୍ଚ ୩୧ ତାରିଖ ଦିନ ରବିବାର ପଡ଼ୁଥିବାରୁ ସେଦିନ ବ୍ୟାଙ୍କ ଛୁଟି ହୋଇଥାନ୍ତା । ମାତ୍ର ସେହିଦିନ ବ୍ୟାଙ୍କ ଖୋଲା ରହିବ ବୋଲି କେନ୍ଦ୍ରୀୟ … Continue reading ମାର୍ଚ୍ଚ ୩୧ ରବିବାର ଖୋଲା ରହିବ ବ୍ୟାଙ୍କ