ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ମେଣ୍ଟାଇ ଦିଅନ୍ତୁ ବ୍ୟାଙ୍କ ସହିତ ଜଡିତ ଥିବା କାମ

ନୂଆଦିଲ୍ଲୀ:ପ୍ରତିମାସ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଥାଏ । ଏହି କ୍ରମରେ ଏବେ ରିଜର୍ଭ ବ୍ୟାଙ୍କ ତରଫରୁ ଏପ୍ରିଲ ମାସରେ ବ୍ୟାଙ୍କର ଛୁଟି ତାଲିକା ପ୍ରକାଶ ପାଇଛି । ଏପ୍ରିଲ ମାସରେ ଦେଶରେ ଅନେକଗୁଡିଏ ପର୍ବ ରହିଛି । ଏଭଳି ଭାବେ ଏପ୍ରିଲମାସରେ ମୋଟ ୧୫ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ ଥାଏ ତେବେ ତୁରନ୍ତ ମେଣ୍ଟାଇ ନିଅନ୍ତୁ । ରିଜର୍ଭ … Continue reading ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ମେଣ୍ଟାଇ ଦିଅନ୍ତୁ ବ୍ୟାଙ୍କ ସହିତ ଜଡିତ ଥିବା କାମ