ଗୋ-ଫାଷ୍ଟ୍‌କୁ ଦେବାଳିଆ ଘୋଷଣା ମାମଲା; ଏନ୍‌ସିଏଲଟିରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିଜକୁ ଦେବାଳିଆ ଘୋଷଣା କରିବାକୁ ଘରୋଇ ଏୟାରଲାଇନ୍ସ ଗୋ-ଫାଷ୍ଟ୍ ଇତିମଧ୍ୟରେ ଏନ୍‌ସିଏଲଟି (ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ)ର ଦ୍ୱାରସ୍ଥ ହୋଇଥିଲା । ଗୁରୁବାର ଏହାର ଶୁଣାଣି ହୋଇଥିବାବେଳେ ଏନ୍‌ସିଏଲଟି ରାୟକୁ ସଂରକ୍ଷିତ ରଖିଛନ୍ତି । ଏୟାରଲାଇନ୍ସର ଦେବାଳିଆ ଆବେଦନକୁ ଲେସର (ଏୟାରଲାଇନ୍ସକୁ ଲିଜ୍ ସୂତ୍ରରେ ବିମାନ ଯୋଗାଇଥିବା ସଂସ୍ଥା) କମ୍ପାନୀଗୁଡିକ ବିରୋଧ କରିଥିଲେ । ପ୍ରଥମେ ସେମାନଙ୍କ ଯୁକ୍ତି ଶୁଣିବାକୁ ଦାବି କରାଯାଇଥିଲା । ଜଷ୍ଟିସ ରାମଲିଙ୍ଗମ ସୁଧାକରଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍‌ସିଏଲଟିର ଦୁଇଜଣିଆ ପୀଠ … Continue reading ଗୋ-ଫାଷ୍ଟ୍‌କୁ ଦେବାଳିଆ ଘୋଷଣା ମାମଲା; ଏନ୍‌ସିଏଲଟିରେ ରାୟ ସଂରକ୍ଷିତ