28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରୀୟ, ରାଜ୍ୟୀୟ ଓ କ୍ଷତ୍ରୀୟ ଅବକାଶ ମିଶାଇ ପ୍ରାୟ ୧୫ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିବ । ଏଥିପାଇଁ ଗ୍ରାହକଙ୍କୁ କିଛି ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ସେମାନଙ୍କୁ ଜାଣିବା ଦରକାର ଯେ, କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଏହା ମଧ୍ୟରେ ଆପଣଙ୍କୁ ଅନଲାଇନ ଟ୍ରାନ୍ସାକ୍ସନର ଅସୁବିଧା ହେବ ନାହିଁ ।
ସୂଚନା ମୁତାବକ, ଜୁଲାଇରେ ଶାସକୀୟ  ଓ ପର୍ବାଣୀ ଛୁଟି ସହିତ ଶନିବାର ଓ ରବିବାର ଛୁଟି କୁ ଯଦି ସାମିଲ କରାଯିବ, ତେବେ ଅଧା ମାସ ଅର୍ଥାତ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।
୪ ଜୁଲାଇ-ରବିବାର
୧୦ ଜୁଲାଇ- ଦ୍ୱିତୀୟ ଶନିବାର
୧୧ ଜୁଲାଇ-ରବିବାର
୧୨ ଜୁଲାଇ- କାଙ୍କ ପର୍ବ
୧୩ ଜୁଲାଇ-ଭାନୁ ଜୟନ୍ତୀ
୧୪ ଜୁଲାଇ- ଦୃକପା ତ୍ସେଚୀ
୧୬ ଜୁଲାଇ- ହରେଲା ପର୍ବ ଛୁଟି
୧୭ ଜୁଲାଇ- ଖାରଚୀ ପୂଜା ଛୁଟି
୧୮ ଜୁଲାଇ- ରବିବାର ଛୁଟି
୧୯ ଜୁଲାଇ- ଗୁରୁ ରିମ୍ପୋଚ୍ଛେ ତ୍ସେଚୁ ଛୁଟି
୨୦ ଜୁଲାଇ-ବକରୀଦ ଛୁଟି
୨୧ ଜୁଲାଇ-ଇଦ-ଉଲ-ଜୁହା
୨୪ ଜୁଲାଇ-୪ର୍ଥ ଶନିବାର
୨୫ ଜୁଲାଇ-ରବିବାର
୩୧ ଜୁଲାଇ- କେର ପୂଜା ଛୁଟି
କହିରଖୁଛୁ, ଆରବିଆଇର ଛୁଟି ପ୍ରତି ରାଜ୍ୟରେ ଏକାସାଙ୍ଗରେ ଲାଗୁ ହୁଏ ନାହିଁ । ରାଜ୍ୟ ହିସାବରେ ବ୍ୟାଙ୍କରେ ଛୁଟି ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking