27.1 C
Bhubaneswar
Friday, March 29, 2024
Homeଖେଳ୧୯ ବର୍ଷରୁ କମ୍ ବିଶ୍ୱକପ୍ : ଭାରତକୁ ୩ ୱିକେଟରେ ହରାଇ ବିଶ୍ବବିଜେତା ହେଲା ବାଂଲାଦେଶ

୧୯ ବର୍ଷରୁ କମ୍ ବିଶ୍ୱକପ୍ : ଭାରତକୁ ୩ ୱିକେଟରେ ହରାଇ ବିଶ୍ବବିଜେତା ହେଲା ବାଂଲାଦେଶ

ପୋଚେଫ୍‌ଷ୍ଟ୍ରୁମ୍ : ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲରେ ଭାରତକୁ ୩ ୱିକେଟରେ ହରାଇ ନୂତନ ବିଶ୍ବ ବିଜେତା ବନିଛି ବାଂଲାଦେଶ। ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଭାରତର ୧୭୮ ରନର ବିଜୟଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୪୧ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଡିଏଲ୍ ନିୟମ ଅନୁଯାୟୀ, ବାଂଲାଦେଶ ଆଗରେ ୪୬ ଓଭରରେ ୧୭୦ ରନର ନୂଆ ଟାର୍ଗେଟ୍ ରଖାଯାଇଥିଲା ବାଂଲାଦେଶ ୪୨.୧ ଓଭରରେ ୭ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିବା ସହ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି।
https://onakhabar.com/2020/02/09/ind-u19-world-cup-india-all-out-at-177/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking