27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପଞ୍ଜାବ ସରକାର, ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ରୋକ୍‌

ପଞ୍ଜାବ ସରକାର, ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ରୋକ୍‌

ନୂଆଦିଲ୍ଲୀ : ପଞ୍ଜାବର ଆପ୍ ସରକାରଙ୍କ ଶକ୍ତି ମନ୍ତ୍ରୀ ଅମନ ଆରୋରାଙ୍କ ୟୁରୋପ ଯାତ୍ରା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। ମନ୍ତ୍ରୀ ଆରୋରା ବେଲ୍‌ଜିୟମ୍‌, ଜର୍ମାନୀ ଏବଂ ନେଦରଲାଣ୍ଡ୍ ଗସ୍ତକରି ହାଇଡ୍ରୋଜେନ୍ କ୍ଷେତ୍ରରେ ନବୀନତମ ବିକାଶ ସମ୍ପର୍କରେ ସୂଚନା ହାସଲ କରିବା କାର୍ଯ୍ୟକ୍ରମ ଥିଲା । ଅମନ ଆରୋରା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ତିନିଟି ଦେଶ ଯାତ୍ରା କରିବାକୁ ଚାହିଁଥିଲେ । ତେବେ କେନ୍ଦ୍ର ସରକାର କେଉଁ କାରଣରୁ ତାଙ୍କ ୟୁରୋପ ଯାତ୍ରା ଉପରେ କଟକଣା ଲଗାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଅପରେସନ୍ ଲୋଟସ୍‌ରେ ଆପ୍ ବିଧାୟକଙ୍କୁ କିଣିବା ଏବଂ ଧମକ ଦେବା ମାମଲାରେ ଏଫ୍‌ଆଇଆର୍ କରିଥିବା ୧୦ ଅଭିଯୋଗକାରୀଙ୍କ ମଧ୍ୟରେ ଅମନ ଚୋପ୍ରା ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking