ନୂଆଦିଲ୍ଲୀ: ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ମହାଦେବ ଆପ୍ ସମେତ ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମହାଦେବ୍ ବେଟିଂ ଆପ୍ ସଂପର୍କିତ ଅନଲାଇନ ଜୁଆ ସିଣ୍ଡିକେଟ୍ ମାମଲାର ତଦନ୍ତ କରୁଛି । ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ଛତିଶଗଡ଼ର ବିଭିନ୍ନ … Continue reading ବ୍ୟାନ୍ ହେଲା ମହାଦେବ ବେଟିଂ ଆପ୍
Copy and paste this URL into your WordPress site to embed
Copy and paste this code into your site to embed