୧୨ଟା ସୁଦ୍ଧା କେଉଁଠି କେତେ ମତଦାନ?

ବାଲେଶ୍ୱର,ତିର୍ତ୍ତୋଲ :ଆଜି ରାଜ୍ୟର ୨ଟି ଆସନରେ ଚାଲିଛି ଭୋଟ୍‌। ସକାଳୁ ମତଦାନ ହାର ଏତେ ଉତ୍ସାହଜନକ ନଥିଲାବେଳେ ଦିନ ୧୨ଟା ସୁଦ୍ଧା ୨୬.୨୪ ପ୍ରତିଶତ ମତଦାନ ହେଇଛି ।ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସଂଦ୍ଧ୍ୟା ୬ଟା ଯାଏ ମତଦାନ ପ୍ରକ୍ରିୟା ଚାଲୁରହିବ । ତେଣୁ ମତଦାନ ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛିା

LEAVE A REPLY

Please enter your comment!
Please enter your name here