ସରକାରଙ୍କ ପାଇଁ ‘ବାଲେଶ୍ୱର’ ସତର୍କ ଘଣ୍ଟି

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ହିଂସା ନୂଆ ବିଜେପି ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ଏହି ଘଟଣାକୁ ସରକାର ଅଣଦେଖା କଲେ ଏବଂ ଏହା ଉପରେ ଅନୁଧ୍ୟାନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଭବିଷ୍ୟତରେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ଆଣିବ ବୋଲି ଅନେକ ମତ ଦେଉଛନ୍ତି । ନୂଆ ସରକାରଙ୍କ ମୁଣ୍ଡରେ ଏ ଯେଉଁ ଦାଗ ଲାଗିଲା ସେଥିପାଇଁ ଦାୟୀ କିଏ ତାହା ମଧ୍ୟ ଖୋଜି ବାହାର କରିବା … Continue reading ସରକାରଙ୍କ ପାଇଁ ‘ବାଲେଶ୍ୱର’ ସତର୍କ ଘଣ୍ଟି