33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସଂଘବଦ୍ଧ ଆକ୍ରମଣରେ ଦୁଇ ଗୁରୁତର

ସଂଘବଦ୍ଧ ଆକ୍ରମଣରେ ଦୁଇ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁରଠାରେ ଗୋଟିଏ ଗୋଷ୍ଠୀକୁ ଅନ୍ୟ ଏକ ଗୋଷ୍ଠୀ ମାରଣାସ୍ତ୍ରାରେ ଆକ୍ରମଣ କରିଛି ।ଏହି ସଂଘବନ୍ଧ ଆକ୍ରମଣେରେ ୨ ଜଣଙ୍କର ଅବସ୍ଥା ଗୁରୁତର ହେବା ସହ ଏହି ଆକ୍ରମଣରେ ସପୃକ୍ତ ୫ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ୨ ଗୁରୁତରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ୍ ଫୋର୍ସକୁ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking