38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ଭାବେ ବଲବୀର ଗିରି ସମ୍ଭାଳିବେ ବାଘମ୍ବରୀ ମଠ ଗାଦି

ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ଭାବେ ବଲବୀର ଗିରି ସମ୍ଭାଳିବେ ବାଘମ୍ବରୀ ମଠ ଗାଦି

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଅଖଣ୍ଡ ପରିଶଦ ର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଙ୍କ  ଉତରାଧିକାରୀ ଭାବେ ମହନ୍ତ ବଲବୀର ଗିରି ବାଘମ୍ବରୀ ମଠ ର ଗାଦି ସମ୍ଭାଳିବେ । ନିରଞ୍ଜନୀ ଅଖଣ୍ଡ ର ସଚିବ ମହନ୍ତ ରବିନ୍ଦ୍ରପୁରୀ ଏହାର  ଔପଚାରୀକ ଘୋଷଣା କରିଛନ୍ତି । ମହନ୍ତ ରବିନ୍ଦ୍ରପୁରୀ ଗୁରୁବାର  ଦିନ ହରିଦ୍ୱାର ଠାରେ ଔପଚାରିକ ଘୋଷଣା କରିଛନ୍ତି । ପତ୍ରକାର ବାର୍ତ୍ତାରେ  ମହନ୍ତ ରବିନ୍ଦ୍ରପୁରୀ କହିଛନ୍ତି ଯେ ବାଘମ୍ବରୀ ମଠ ର ସଞ୍ଚାଳନ ପାଇଁ ବୋର୍ଡ ପ୍ରସ୍ତୁତ କରାଯାଉଛି । ଏହି ବୋର୍ଡ ଅଖାଣ୍ଡ ର ହିତ ଏବଂ ମର୍ଯ୍ୟଦା ରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ  କରାଯାଇଛି । ଯେଉଁଥିରେ ପାଞ୍ଚ ସତ ଶାମିଲ ହେବେ । ଶ୍ରୀ ମହନ୍ତ ନରେନ୍ଦ୍ର ଗିରି ଙ୍କ ଷୋଡଶ ଭଣ୍ଡାର ର ବୋର୍ଡ ପ୍ରଥମେ ଗଠନ କରାଯିବ । ସୁଚନା ଯୋଗ୍ୟ ଯେ ଅଖାଡେ ର ପାଞ୍ଚଟା ବୈଠକ ପରେ ଏହା ନିଣ୍ଣୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking