ବାଲେଶ୍ୱର ଘଟଣା: ଏନସିଡବ୍ଲୁଙ୍କ ହସ୍ତକ୍ଷେପ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏନସିଡବ୍ଲୁଙ୍କ ହସ୍ତକ୍ଷେପ । ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) । ଛାତ୍ରୀ ଜଣଙ୍କ ଯୌନ ନିର୍ଯାତନା ଓ ଡିଗ୍ରୀ ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି । ବିଭାଗୀୟ ମୁଖ୍ୟଙ୍କ ଏପରି ଧମକ ପାଇଁ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୯୦% ଶରୀର ପୋଡି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି । ଡିଜିପିଙ୍କୁ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ … Continue reading ବାଲେଶ୍ୱର ଘଟଣା: ଏନସିଡବ୍ଲୁଙ୍କ ହସ୍ତକ୍ଷେପ