ବାଲେଶ୍ୱର ଘଟଣା: ଏଫଏମ କଲେଜରେ କ୍ରାଇମବ୍ରାଞ୍ଚସିଏଡବ୍ଲୁ ଟିମ୍
ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଏଫଏମ କଲେଜରେ କ୍ରାଇମବ୍ରାଞ୍ଚର ସିଏଡବ୍ଲୁ ଓ ସିଡବ୍ଲୁର ୨ ଜଣିଆ ଟିମ୍ ପହଞ୍ଚିଛନ୍ତି । ଡିଏସପି ଓ ଅତିରିକ୍ତ ଏସପିଙ୍କୁ ନେଇ ଦୁଇ ଜଣିଆ ଟିମ୍ ପହଞ୍ଚଲେ । କ୍ରାଇମବ୍ରାଞ୍ଚ ଜିଡିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚିଲେ । ଘଟଣା ଉପରେ ଅନୁଧ୍ୟାନ କରିବୁ କହିଲେ ଡିସିପି । ବାଲେଶ୍ୱର ଘଟଣା: ଏନସିଡବ୍ଲୁଙ୍କ ହସ୍ତକ୍ଷେପ
Copy and paste this URL into your WordPress site to embed
Copy and paste this code into your site to embed