26.1 C
Bhubaneswar
Friday, March 29, 2024
Homeଓଡିଶାରାଜେନ୍ଦ୍ରାୟନ : ୨୨ରେ ମେଗା ରକ୍ତଦାନ ଶିବିର

ରାଜେନ୍ଦ୍ରାୟନ : ୨୨ରେ ମେଗା ରକ୍ତଦାନ ଶିବିର

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ଆସନ୍ତା ଡିସେମ୍ବର ୨୭ ତାରିଖରୁ ୩୧ଦିନ ଧରି ୫ଦିନ ବ୍ୟାପି ରାଜେନ୍ଦ୍ର କଲେଜର ୭୫ବର୍ଷ ପୁର୍ତ୍ତି ଅବସରରେ ପ୍ଲାଟିନିୟମ୍ ଜୁବୁଲି ମହାସମାରୋହରେ ପାଳିତ ହେବ । ଏ ପରିପ୍ରେକ୍ଷିରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ସକାଳ ଘ.୯ ରୁ ସ୍ଥାନୀୟ କମର୍ସ ବ୍ଲକ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧିନ ସମସ୍ତ ୬୫ଟି କଲେଜର ଛାତ୍ର ଛାତ୍ରୀ, ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଶୁଭେଚ୍ଛୁ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ କଲେଜର ସମସ୍ତ କର୍ମଚାରୀ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ପ୍ଲାଟିନିୟ ଜୁବୁଲି ପାଳନ ଓ ଆଲୁମିନି ସଂଘ ସଭାପତି ଲଳିତ କୁମାର ନାୟକ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking