ବିଜେଡି ଛାଡ଼ିଲେ ବଳଭଦ୍ର ମାଝୀ

ଭୁବନେଶ୍ୱର: ବିଜେଡିକୁ ବାଏ ବାଏ । ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ । ସେ ହେଉଛନ୍ତି ବଳଭଦ୍ର ମାଝୀ । ଶ୍ରୀ ମାଝୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଦଳର  ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦଳରେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ । ଯେଉଁଥି ପାଇଁ … Continue reading ବିଜେଡି ଛାଡ଼ିଲେ ବଳଭଦ୍ର ମାଝୀ