27.1 C
Bhubaneswar
Friday, August 12, 2022
Homeଓଡିଶାଉଦ୍ଧାର ହେଲା ବଜ୍ରକାପ୍ତା

ଉଦ୍ଧାର ହେଲା ବଜ୍ରକାପ୍ତା

ଭୁବନେଶ୍ୱର: ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ । ସୋନପୁର ଜିଲ୍ଲା ବିନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗିନ୍ଦ୍ର ଭୋଇଙ୍କ ଘରୁ ଉଦ୍ଧାର ହୋଇଛି ବଜ୍ରକାପ୍ତା ।  ଖବର ଅନୁଯାୟୀ, ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ଉଦ୍ଧାର କରି ନିଜ ଘରକୁ ନେଇଥିଲେ ଓ ସେପଟେ ଏସଂପର୍କରେ ଖବର ପାଇ ବିନିକା ଓ ରାମପୁର ଫରେଷ୍ଟର ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି ଓ ଏବେ ବିନିକା ବନ କାର‌୍ୟ୍ୟାଳୟରେ ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବରେ ରଖାଯାଇଛି କ୍ଷ ବଜ୍ରକାପ୍ତାର ଲମ୍ବ ଏକ ମିଟର ରହିଥିବା ବେଳେ ଓଜନ ୧୨ କିଲୋଗ୍ରାମ ରହିଛି କ୍ଷ ଚନ୍ଦଲି ନିକଟରେ ଥିବା ଅଡାକଶା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି କ୍ଷ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking