26.7 C
Bhubaneswar
Friday, April 19, 2024
Homeଅପରାଧବଜରଙ୍ଗ ଦଳ ନେତା ରାଜୁ ସିଂ ଗିରଫ

ବଜରଙ୍ଗ ଦଳ ନେତା ରାଜୁ ସିଂ ଗିରଫ

ରାଉରକେଲା: ବଜରଙ୍ଗ ଦଳ ନେତା ରାଜୁ ସିଂ ଗିରଫ । ରାଜୁ ଓରଫ ରାଜେଶ ସିଂକୁ ରାଉରକେଲା ସେକ୍ଟର-3 ଥାନା ପୋଲିସ 25 ଆର୍ମସ ଆକ୍ଟରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କୋୟଲନଗର ବାସିନ୍ଦା ରାଜୁ ସିଂଙ୍କ ପାଖରେ ଅବୈଧ ବନ୍ଧୁକ ରଖି ଥିବାର ଖବର ପାଇ ପୋଲିସ ଚଢାଉ କରିଥିଲା । ତେବେ ତାଙ୍କ ପାଖରୁ ବନ୍ଧୁକ ଜବତ କରିବା ସହ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ ସମୟରେ ବହୁତ ସଂଖ୍ୟାରେ ବଜରଙ୍ଗୀ ଦଳ ନେତା ଥାନାରେ ଉପସ୍ଥିତ ଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking