24.1 C
Bhubaneswar
Friday, February 23, 2024
Homeଓଡିଶାରାହୁଲ ଗାନ୍ଧିଙ୍କୁ ଜାମିନ

ରାହୁଲ ଗାନ୍ଧିଙ୍କୁ ଜାମିନ

ଭୁବନେଶ୍ୱର: ରାହୁଲ ଗାନ୍ଧିଙ୍କୁ ଜାମିନ ଦେଲେ ସୁରତ ସେସନ୍ସ କୋର୍ଟ । ମୋଦି ସରନେମ୍ ନେଇ ମାନହାନୀ ମାମଲାରେ ଜାମିନ ପ୍ରଦାନ । ଏପ୍ରିଲ ୧୩ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କଲେ କୋର୍ଟ । ମେ ୩ରେ ରାହୁଲଙ୍କ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ । ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍‌ଡାଦେଶ କରିଥିଲେ କୋର୍ଟ ।  ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

କାହିଁକି ପାଳନ କରାଯାଏ ଗୁଡ୍ ଫ୍ରାଇଡେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking