ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବୁଡିଲା ଏମ୍ ଭି ୩୭ ପୋଲ
ମାଲକାନଗିରି: ମାଲକାନଗିରି ଏମ୍ ଭି ୩୭ ପୋଲ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ବାଲିମେଳା, ଚିତ୍ରକୋଣ୍ଡା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ତିନି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ପ୍ରାୟ ସବୁ ଅଂଚଳରେ ପରିସ୍ଥିତି ଗମ୍ଭୀର ରହିଥିବା ବେଳେ ବର୍ତ୍ତମାନ ଏମ୍ ଭି ୩୭ ପୋଲ ଉପରେ ପ୍ରାୟ ୩ ଫୁଟର ବର୍ଷା ଜଳ … Continue reading ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବୁଡିଲା ଏମ୍ ଭି ୩୭ ପୋଲ
Copy and paste this URL into your WordPress site to embed
Copy and paste this code into your site to embed