28.1 C
Bhubaneswar
Monday, September 30, 2024
Homeଓଡିଶାମାଆ କୋଳରୁ ଭାସିଯାଇ ଶିଶୁ କନ୍ୟା ମୃତ

ମାଆ କୋଳରୁ ଭାସିଯାଇ ଶିଶୁ କନ୍ୟା ମୃତ

ନୟାଗଡ : ଗାଧୋଇବା ବେଳେ ମାଆ କୋଳରୁ ଭାସିଗଲା ଶିଶୁ କନ୍ୟା । ଗୈାଡଗାଁ ଥାନା ଗୈାଡପୁଟ ଗାଁ ନିକଟ ଦୁଆଣ୍ଟ ନଦୀରେ ଭାସିଗଲା । ଗାଧୋଇବା ବେଳେ ଅସାବଧନତାରୁ କୋଳରୁ ଭାସିଗଲା ୨୨ ମାସର କନ୍ୟା । ଖୋଜାଖୋଜି ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ମାଆ ଶାନ୍ତିଲତା ବହୁତ ଖୋଜାଖୋଜି ପରେ ନପାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ୧୦୦ମିଟର ଦୂରରେ ପିଲାଟିକୁ ଦେଖି ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିଲେ। ପରେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking