33.1 C
Bhubaneswar
Wednesday, April 24, 2024
Homeଓଡିଶାହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ

ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ

ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ବାବୁସାନ । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଡିସଚାର୍ଜ ହେଲେ । ପତ୍ନୀ ତୃପ୍ତି ଶତପଥୀଙ୍କ ସହ ହସ୍ପିଟାଲରୁ ଏକାଠି ବାହାରିଲେ । କିଛି ଦିନ ହେଲା ପାରିବାରିକ ବିବାଦ ପାଇଁ ଅଲଗା ହୋଇଥିଲେ । ଆଜି ବାବୁସାନଙ୍କୁ ଭେଟିବାକୁ ହସ୍ପିଟାଲ ଆସିଥିଲେ ପତ୍ନୀ ତୃପ୍ତି ।

ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking