34.1 C
Bhubaneswar
Wednesday, May 25, 2022
Homeଅପରାଧଦୁଷ୍କର୍ମ ଅଭିଯୋଗରେ ବାବା ଗିରଫ

ଦୁଷ୍କର୍ମ ଅଭିଯୋଗରେ ବାବା ଗିରଫ

ବାରିପଦା: ନାବାଳିକା ଦୁଷ୍କର୍ମ ଘଟଣାରେ ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ ଗିରଫ ହୋଇଛନ୍ତି । ବାବାଙ୍କ କାରନାମା ନେଇ ତୀବ୍ର ପ୍ରତିକ୍ରିୟା ପରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ଏସପି ସୂଚନା ପ୍ରଦାନ କରିଛନ୍ତି । ବଡସାହି ଅଂଚଳରେ ଗାଁ କମିଟି ଜରିମାନା ନେଇ କାରନାମା ଲୁଚାଇଥିଲା । ପୀଡିତା ଦିବ୍ୟାଙ୍ଗ ହସ୍ପିଟାଲରେ ଭର୍ତ୍ତି ପରେ ଘଟଣା ପଦାକୁ ଆସିଛି । ଗତ ୨୩ ତାରିଖରେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଗ୍ରାମ୍ୟ କମିଟି ୯୦ ହଜାର ଟଙ୍କା ଫାଇନ କରି ଘଟଣାକୁ ଚପାଇଥିବା ଅଭିଯୋଗ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking