22.1 C
Bhubaneswar
Sunday, January 23, 2022
Homeକରୋନାବିମାନ ମନ୍ତ୍ରାଳୟ ବି ୱଙ୍ଗ ସିଲ୍‌

ବିମାନ ମନ୍ତ୍ରାଳୟ ବି ୱଙ୍ଗ ସିଲ୍‌

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ୱଙ୍ଗ ସିଲ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରାଳୟ ଭାବେ ଏହି କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ନୂଆଦିଲ୍ଲୀର ରାଜୀବ ଗାନ୍ଧୀ ଭବନ ପରିସରରେ ଥିବା ବି ୱଙ୍ଗ ସିଲ ହୋଇତିବା ନେଇ ସୂଚନା ମିଳିଛି । ତେବେ ସୂଚନା ଅନୁସାରେ, ଗତ ୧୫ରେ ମନ୍ତ୍ରାଳୟର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ବାଦ୍ ଦେଲେ ସଂପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking