30.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ପୌରପ୍ରଶାସନ ପକ୍ଷରୁ ସଚେତନତା

କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ପୌରପ୍ରଶାସନ ପକ୍ଷରୁ ସଚେତନତା

ଯାଜପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ପୌରପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପୌରପରିଷଦର ପୂର୍ବତନ ଅଧକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ୱାର୍ଡରେ ବୁଲି ଲୋକଙ୍କୁ ସଫାସୁତୁରା ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି । ପୌରପାଳିକାର ଡାକ୍ତର ମଧ୍ୟ ଏହି ଟିମରେ ସାମଲ ହୋଇ ହାତ ଧୋଇବା କୌଶଳ ଶିଖାଇବା ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିକ୍ଷା ମଧ୍ୟ କରୁଛନ୍ତି ।

ବିଭିନ୍ନ ସ୍ଥାନରେ ହାତ ଧୋଇବା ପାଇଁ ସାବୁନ ପ୍ରଦାନ କରାଯାଉଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି । ଡାକବାଜି ଯନ୍ତ୍ରରେ ଗୋଟିଏ ସ୍ଥାନରେ ଏକାଠି ନ ହେବା ସହିତ ପ୍ରତ୍ୟେକ ବ୍ୟକ୍ତି ନିଦ୍ଧିଷ୍ଟ ଦୂରତାରେ ଛିଡା ହେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ବାରୁଣୀ ବୁଡକୁ ବାତିଲ ମଧ୍ୟ କରାଯାଇଛି ।
https://onakhabar.com/2020/03/17/ias-r-vinilkrishna-in-quarantine/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking