40.1 C
Bhubaneswar
Thursday, April 25, 2024
Homeଓଡିଶାଇସ୍ରୋ ପାଇଁ ମନୋନୀତ ହେଲେ ଅଭିନାଶ

ଇସ୍ରୋ ପାଇଁ ମନୋନୀତ ହେଲେ ଅଭିନାଶ

ବାଲିମେଳା: ମାଲକାନଗିରି ଜିଲ୍ଲା ବାଲିମେଳା ଏନ୍‍ଏସିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୧୦ମ ଶ୍ରେଣୀର ଛାତ୍ର ଅବିନାଶ ବେହେରା ଇସ୍ରୋ (ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ) ପରିଦର୍ଶନ ନିମନ୍ତେ ମନୋନୀତ ହାଇଛନ୍ତି । ଚଳିତ ମାସ ୧୨ ତାରିଖରେ ଟାଟା ଷ୍ଟିଲ୍ ଆନୁକୂଲ୍ୟରେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଲକାନଗିରି ଜିଲ୍ଲାର ଅଭିନାଶ ଏକମାତ୍ର ଛାତ୍ର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଭିନାଶ ଏହି ସଫଳତାର ଶ୍ରେୟ ସେ ନିଜ ବାପା, ମା’ ଓ ବିଦ୍ୟାଳୟର ଗୁରୁଜୀ ଗୁରୁମା’ଙ୍କୁ ଦେଇଛନ୍ତି ।
https://onakhabar.com/2019/12/16/dhanu-sankranti/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking