37.1 C
Bhubaneswar
Thursday, March 28, 2024
Homeଓଡିଶାଅଟୋ ଓଲଟି ୧୦ ଆହତ

ଅଟୋ ଓଲଟି ୧୦ ଆହତ

ମୋହନା: ମୋହନା ଘାଟିରେ ଅଟୋ ଓଲଟି ୧୦ ଆହତ ହୋଇଛନ୍ତି  ଏବଂ ୨ ଜଣ ଗୁରୁତର ହୋଇଛନ୍ତି । ଆର. ଉଦୟଗିରି ଘୋଡାପଦର ନିକଟରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ପରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । କେଉଁ କାରଣ ପାଇଁ ଓ କିଭଳି ସ୍ଥିତିରେ ଦୁର୍ଘଟଣା ଘଟିଛି , ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking