40.1 C
Bhubaneswar
Thursday, April 25, 2024
Homeଓଡିଶାବିବାଦୀୟ ଅଡିଓ ଭାଇରାଲ ଘଟଣା, ୨ ଗିରଫ

ବିବାଦୀୟ ଅଡିଓ ଭାଇରାଲ ଘଟଣା, ୨ ଗିରଫ

ଭୁବନେଶ୍ଵର: ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ପ୍ରସାରଣ ହୋଇଥିଲା ବିବାଦୀୟ ଅଡ଼ିଓ । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ କରାଯାଇଥିବା ଦୁଇ ଜଣଙ୍କୁ ପଚରା ଉଚରା କରାଯିବା ପରେ ଭାଇରାଲ ହୋଇଥିବା ଅଡ଼ିଓ କ୍ଲିପକୁ ତିଆରି କରାଯାଇଥିଲା ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି । ଉଦ୍ଦେଶ୍ୟମୂଳକ ଭାବେ ଏହି ଅଡ଼ିଓ କ୍ଲିପକୁ ତିଆରି କରାଯାଇଥିଲା । ଏହାସହ ଦୁଇ ଗିରଫଙ୍କ ମଧ୍ୟରେ ଜଣେ ଅରଟେଲ କର୍ମଚାରି ରହିଥିବା ନେଇ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking