କେଦାରନାଥ ଧାମରେ ମନ ମୋହୁଛି ଶିବ ପାର୍ବତୀଙ୍କ ଆକର୍ଷଣୀୟ ରଙ୍ଗୋଲି

ଡେରାଡୁନ: ଶାରଦୀୟ ନବରାତ୍ରୀ ଅବସରରେ ପବିତ୍ର କେଦାରନାଥ ଧାମକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ପ୍ରତ୍ୟେହ ହଜାର ହଜାର ସଂଖ୍ୟକ ତୀର୍ଥଯାତ୍ରୀ ଏଠାକୁ ଆସି ବାବାଙ୍କ ଦର୍ଶନ କରିବା ସହ ସ୍ବର୍ଗୀୟ ଅନୁଭୂତି ଲାଭ କରୁଛନ୍ତି । ତେବେ ଏହି ନବରାତ୍ରି ଅବସରରେ ପବିତ୍ର କେଦାରନାଥ ଧାମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ମନ୍ଦିର ପରିସରରେ ତିଆରି ଆକର୍ଷଣୀୟ ରଙ୍ଗୋଲି । ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶିଖା ଶର୍ମା କେଦାରନାଥ ଧାମରେ ମହାଦେବ ଓ ମାତା ପାର୍ବତୀଙ୍କ ଅତ୍ୟନ୍ତ … Continue reading କେଦାରନାଥ ଧାମରେ ମନ ମୋହୁଛି ଶିବ ପାର୍ବତୀଙ୍କ ଆକର୍ଷଣୀୟ ରଙ୍ଗୋଲି