34.1 C
Bhubaneswar
Friday, March 29, 2024
Homeଓଡିଶାପୋଲିସ କୁ ଆକ୍ରମଣ , ଗାଁ ପୁରୁଷ ଶୂନ୍ୟ

ପୋଲିସ କୁ ଆକ୍ରମଣ , ଗାଁ ପୁରୁଷ ଶୂନ୍ୟ

ଲମତାପୁଟ: ଗଂଜେଇ ରେଡ ବେଳେ ମାଟିଖାଲରେ ପୋଲିସ କୁ ଆକ୍ରମଣ ଘଟଣା । ମାଟିଖାଲ ଗାଁ ରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସର ସର୍ଚ୍ଚ ଅପରେସନ୍ ।ସର୍ଚ୍ଚ ଅପରେସନ୍ ରେ ନନ୍ଦପୁର ଏସଡିପିଓ, ମାଛକୁଣ୍ଡ ତହସିଲଦାର ସାମିଲ । ମାଟିଖାଲ ଗାଁ ପୁରୁଷ ଶୂନ୍ୟ, ଅନେକ ମାରଣାସ୍ତ୍ର ଜବତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking