କ୍ଲବରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଭୁବନେଶ୍ୱର: ଶୈଳଶ୍ରୀବିହାର କଳିଙ୍ଗ ୟୁଥ୍ କ୍ଲବରେ ଦୁର୍ବୃତ୍ତଙ୍କ ଆତଙ୍କ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ କ୍ଲବରେ ପଶି ଜଣେ ଯୁବକଙ୍କୁ ହାଣି ପକାଇଲେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରକୁଲ-ଜ୍ୟାକି