ଡାହାଣି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ମୟୁରଭଞ୍ଜ: ଡାହାଣୀକୁନେଇ ଆତଙ୍କିତ ଗ୍ରାମବାସୀ। ଗାଁ ଦାଣ୍ଡରେ ବୁଲୁଛି ଡାହାଣୀ। ଆଉ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି ଟୋକାଠୁ ବୁଢା। ଖାଉଛି ଡାହାଣୀ। ଏଭଳି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବାଟବଣା ହୋଇ ବର୍ବରତାର ସୀମା ଟପିଲେ ଗ୍ରାମବାସୀ। ଡାହାଣି ସନ୍ଦେହରେ ଆଦିବାସୀ ମହିଳାଙ୍କୁ ଗ୍ରାମବାସି ନିର୍ଯାତନା ଦେଇ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନାରେ ଏକ … Continue reading ଡାହାଣି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ