38.1 C
Bhubaneswar
Tuesday, April 23, 2024
Homeଓଡିଶାମୋବାଇଲ ରିଚାର୍ଜକୁ କେନ୍ଦ୍ରକରି ଦୋକାନୀଙ୍କୁ ଆକ୍ରମଣ

ମୋବାଇଲ ରିଚାର୍ଜକୁ କେନ୍ଦ୍ରକରି ଦୋକାନୀଙ୍କୁ ଆକ୍ରମଣ

କେନ୍ଦୁଝର : ମୋବାଇଲ ରିଚାର୍ଜକୁ କେନ୍ଦ୍ରକରି ଦୋକାନୀଙ୍କୁ ଆକ୍ରମଣ। ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁରେ ମୋବାଇଲ ରିଚାର୍ଜକୁ କେନ୍ଦ୍ରକରି ଦୋକାନୀଙ୍କୁ ଆକ୍ରମଣ। ଗାଁର ସନ୍ତୋଷ ଜେନା ରେକୁଟିଆ ମହାବିଦ୍ୟାଳୟ ସମ୍ମୁଖରେ ଦୋକାନ କରିଥିବା ମନୋଜ କେସିଙ୍କୁ ମୋବାଇଲ ରିଚାର୍ଜ କରିବାକୁ କହିଥିଲେ। ଦୋକାନୀ ରିଚାର୍ଜ କରିବାକୁ ମନା କରି ଦେଇଥିଲେ। ସନ୍ତୋଷ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମନୋଜଙ୍କୁ ଆକ୍ରମଣ କରିଥିଲେ। ମନୋଜ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking