34.4 C
Bhubaneswar
Tuesday, June 9, 2026
Homeଓଡିଶାପୁଲିସକୁ ଆକ୍ରମଣ ଘଟଣା : ଅଭିଯୁକ୍ତ ମା’-ପୁଅ ଗିରଫ

ପୁଲିସକୁ ଆକ୍ରମଣ ଘଟଣା : ଅଭିଯୁକ୍ତ ମା’-ପୁଅ ଗିରଫ

ପୁରୀ: ପୁରୀ ଜିଲ୍ଲା ନିମାପଡ଼ାରେ ପୁଲିସକୁ ଆକ୍ରମଣ । ନିମାପଡା ବ୍ଲକ ହରିପୁର ଗାଁରେ ଦୁଇ ଅଭିଯୁକ୍ତ ମା ଓ ପୁଅଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ । ବଳଙ୍ଗା ଥାନା ଅଧିକାରୀଙ୍କ ସମେତ ୨ଜଣ ହୋମ ଗାର୍ଡଙ୍କୁ ଆକ୍ରମଣ କରାଯାଇଛି।  ଆକ୍ରମଣର ଶିକାର ହୋଇଛନ୍ତି ବଳଙ୍ଗା ଥାନା ଅଧିକାରୀ ସସ୍ମିତା ସାହୁ । ଅଭିଯୁକ୍ତଙ୍କ ନାଁରେ ୮୦ ହଜାରରୁ ଅଧିକ ଟଙ୍କା ଠକେଇ ଭଳି ସଂଗୀନ ଅଭିଯୋଗ ଥିଲା। ପୁଲିସ ମାଆ ଓ ପୁଅଙ୍କୁ ଧରିବାକୁ ଯାଇଥିଲା। ସେହି ସମୟରେ ପୁଲିସକୁ ଆକ୍ରମଣ ହୋଇଛି। ଆହତ ପୋଲିସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking