ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

ପାକିସ୍ତାନ: ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ବଡ଼ ଆତଙ୍କୀ ହମଲା । ବାୟୁସେନା ଏୟାରବେସ ଭିତରେ ପଶି ଆକ୍ରମଣ । ପଞ୍ଜାବ ପ୍ରଦେଶର ମିଆଁୱାଲି ସ୍ଥିତ ବାୟୁସେନା ଏୟାରବେସରେ ଆତଙ୍କ ଖେଳାଇଛନ୍ତି ଆତ୍ମଘାତୀ ଆତଙ୍କବାଦୀ । ଜୋରଦାର ଫାୟାରିଂ କରିଛନ୍ତି । ଏହାର ପାଲଟା କାର୍ଯ୍ୟାନୁଷ୍ଠାନ କରିଛି ପାକିସ୍ତାନ ସେନା । ଉଭୟ ପକ୍ଷ ଭିତରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଜବାବୀ ହମଲାରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର … Continue reading ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ