35.1 C
Bhubaneswar
Tuesday, April 23, 2024
Homeଅପରାଧଥାନା ଭିତରେ ଅଭିଯୋଗ କାରୀ ଙ୍କୁ ଆକ୍ରମଣ, ପୋଲିସ ମୁକ ଦର୍ଶକ

ଥାନା ଭିତରେ ଅଭିଯୋଗ କାରୀ ଙ୍କୁ ଆକ୍ରମଣ, ପୋଲିସ ମୁକ ଦର୍ଶକ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଭିତରେ ଅଭିଯୋଗକାରୀ ସମ୍ପର୍କୀୟ କୁ ଆକ୍ରମଣ କଲେ କିଛି ଯୁବକ । ସାଧାରଣତନ୍ତ୍ର ଦିବସ ପାଳନ ସମୟ ରେ କୌଣସି କଥା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟ ରେ ଝଗଡା ହୋଇଥିଲା । ତେବେ ରାତିରେ ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବାକୁ ଆସିଥିବା ସମୟ ରେ ଅନ୍ୟ ଗୋଷ୍ଠୀ ଥାନା ପରିସର ଭିତର କୁ ପସି ଆକ୍ରମଣ କରିଥିଲେ । ଝଗଡା ସମୟ ରେ ପୋଲିସ ଏସଆଇ ଙ୍କୁ ମଧ୍ୟ ଠେଲାପେଲା କରିଥିଲେ । ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ସେମାନଙ୍କ ଭିତରୁ ପୋଲିସ ଜଣକୁ ଅଟକ ରଖୀ ଅଭିଯୋଗକରିଙ୍କ ଅଭିଯୋଗ ଗ୍ରହଣ କରି ଏ ନେଇ ଏକ ମାଲଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ , ଯେଉଁଠି ଥାନା ଭିତରେ ଅଭିଯୋଗକାରୀ ସୁରକ୍ଷିତ ନୁହେଁ , ସେଇଠି ଦୈନନ୍ଦିନ ଜୀବନରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
https://onakhabar.com/2020/01/28/bird-flu-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking